STORYMIRROR

Durga Prasad Panda

Others

3  

Durga Prasad Panda

Others

ଜୀବନ ର ପ୍ରଶ୍ନ

ଜୀବନ ର ପ୍ରଶ୍ନ

1 min
230

ବେଳେ ବେଳେ ଜୀବନ....

କିଛି ଅସମାହିତ ପ୍ରଶ୍ନ ଛିଡା କରେ,

ଉତ୍ତର ଜଣା ଥିଲେ ବି ମନେ ଚିନ୍ତା ଘାରେ।

ରାତ୍ରିର ସ୍ୱପ୍ନ ସେସବୁକୁ ବାରମ୍ବାର ଆଣେ,

ସମାଧାନ ଜାଣି ମଣିଷ ଅଣଦେଖା କରେ।।


ଜୀବନର ମୂଲ୍ୟ ତା ଆଗେ ତୁଚ୍ଛ ପ୍ରାୟେ ଲାଗେ,

ମଣିଷର ନୀତି ଆଦର୍ଶ ମୂଲ୍ୟବୋଧର ବଳି ଏଠି ଲାଗେ।

ଗୃହଭେଦୀ ବିଭୀଷଣର ଚିର ଆକ୍ରମଣେ,

ବିନା ଦୋଷେ ନିରୀହଟି ଚିର ଜଳି ମରେ।।


Rate this content
Log in