STORYMIRROR

Durga Prasad Panda

Abstract Romance

3  

Durga Prasad Panda

Abstract Romance

ସ୍ମୃତି ର ପିଞ୍ଜରା

ସ୍ମୃତି ର ପିଞ୍ଜରା

1 min
11.7K

ସ୍ମୃତିର ପିଞ୍ଜରା ଭିତରରେ

ବନ୍ଧା ଅନେକ ଅକୁହା କଥା

ବନ୍ଧା ଥିବା ଯାଏଁ ମନ ହୃଦୟକୁ

ଦିଏ ଖାଲି ତାହା ବ୍ୟଥା

ମିଳନ୍ତାକି ଜଣେ ଅନ୍ତରଙ୍ଗ ସାଥି

ଖୋଲନ୍ତା ପଞ୍ଜୁରୀ ଦ୍ୱାର

ବଖାଣନ୍ତି ସବୁ ସ୍ମୃତିର ବାର୍ତ୍ତା

ମନୁ ଶଙ୍କା କରି ଦୂର

କୁହକେ ବନ୍ଧୁ ହୋଇପାରିବକି

ମୋ ସ୍ମୃତିର ତମେ ଶ୍ରୋତା

ଯା ଆଗେ ବଖାଣି ପାରିବି ଯେ

ମୁହିଁ ମୋ ସ୍ମୃତିର ସବୁ ବାର୍ତ୍ତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract