STORYMIRROR

Durga Prasad Panda

Others

3  

Durga Prasad Panda

Others

ଚାହିଁଛି ଯମୁନା

ଚାହିଁଛି ଯମୁନା

1 min
220

ଚାହିଁଛି ଯମୁନା ତୁମ ଫେରିବା ବାଟକୁ

ରାଧାରାଣୀ ଜଗି ବସେ ଆସି ତାରି ଘାଟକୁ

କପଟ କାହିଁକି କାହ୍ନୁ କି ଦୋଷ ତାଙ୍କର

ମନେ ପଡୁ ନାହିଁ କି ସେ ଯଶୋଦା ଆଦର

ଗୋପ ଲୀଳା ଗୋପୀ ପ୍ରେମ ପାଶୋରି କି ଗଲ

ମଥୁରା ବିଜୟ ସାରି ଆଉ ନ ଫେରିଲ

ବିପଦ ବେଳେ ନନ୍ଦଙ୍କ ଶରଣେ ରହିଲ

ବାଳ ଲୀଳା ଯେତେ ଖେଳ ତା ଭୂଇଁରେ କଲ

ଝୁରେ ଆଜି କଇଁ କଇଁ ନନ୍ଦ ଓ ଯଶୋଦା

ମଥୁରା ଭୂଇଁ ଚାହିଁଛି ତୁମ ପାଦର ରେଣୁକା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍