STORYMIRROR

Hitendra Mohanta

Romance

2  

Hitendra Mohanta

Romance

ସ୍ମୃତି ଏକ ରୂପା ଜହ୍ନ

ସ୍ମୃତି ଏକ ରୂପା ଜହ୍ନ

1 min
177

ସ୍ମୃତି କାଳେ ସେ ତ ରୂପା ଏକ ଜହ୍ନ

    ଚୂନା ଚୂନା ମନେ ମହକେ ସୃଜନ

ହୀରା ମୋତି ସ୍ୱର୍ଣ୍ଣ କି ବା ତାର ବର୍ଣ୍ଣ

    ଜ୍ୟୋତ୍ସ୍ନାଭିଜା ତନ୍ଦ୍ରା ଆଙ୍କଇ ଚୁମ୍ବନ ॥

ଚଇତାଳି କୋଳେ ଭାଲେଣ୍ଟାଇନ୍ କ୍ଷଣ.....

ଫଗୁଣ ଗୀତିରେ ପ୍ରିୟତମା ପ୍ରୀତି

    ଝୁମି ଗାଇ ଚୁମେ ଭାବପ୍ରବଣ ॥॥॥

ପ୍ରୀତି ପୁଣି ଇନ୍ଦ୍ରଧନୁ ସପ୍ତ ବର୍ଣ୍ଣ

    ମେଘ ଗହଳରେ ମହ୍ଲାରର ଚିହ୍ନ

ଶାନ୍ତି ମୈତ୍ରୀ ତୃପ୍ତି କି ବା ତା ଆକୃତି

    ମଧୁ ବଂଶୀ ଧ୍ୱନି ମିଳନରେ ମଗ୍ନ ॥॥॥

ଚନ୍ଦ୍ରିକାକୁ ତୋଳି ଦେଖେ ମିଠା ସ୍ୱପ୍ନ.....

ମଳୟ ପ୍ରୀତିରେ ପ୍ରିୟତମା ପ୍ରେମ

    ଝୁମି ଗାଇ ଚୁମେ ଭାବପ୍ରବଣ !!!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance