STORYMIRROR

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ସମର୍ପଣ ରାଣ

ସମର୍ପଣ ରାଣ

1 min
58



ଆଭ୍ୟନ୍ତରୀଣ ଓ ଅନ୍ତଃକରଣ 

ପରସ୍ପର ସହ ହୁଏ ସଂକ୍ରମଣ 

ମନ ଓ ମସ୍ତିଷ୍କ ସଂସ୍କରଣ 

ଆଖ୍ୟାର ବାଖ୍ୟା ଭିତରେ 

ଜରୁରୀ ପରିବାର ଭରଣପୋଷଣ 

ବର୍ହିଶତ୍ରୁ ଆକ୍ରମଣରୁ ରକ୍ଷା କଣ 

ଏକମାତ୍ର ଇର୍ଷା, ରାଗ ଦ୍ୱେଷର ମିଶ୍ରଣ 

ବିଶୋଧନ ପାଇଁ ଲୋଡ଼ା ବଶୀକରଣ 

ସବୁଠୁ ଶକ୍ତିଶାଳୀ ବୋଲାନ୍ତି ମଣିଷଗଣ 

ମୁଁ ଆଉ ମୋରକୁ କରିପାରିଲେ ସମର୍ପଣ 

ବିଶୁଦ୍ଧ ପୂର୍ବସୂରୀ ପଦାଙ୍କ ଅନୁସରଣ 

ଆସ ରଥାରୁଢ଼ ଜଗନ୍ନାଥ ବିଶଲ୍ୟକାରଣ 

ଧ୍ବଂସ ମୁଖରୁ ବଞ୍ଚାଅ ତତ୍କ୍ଷଣ କରୁଛୁ ଜଣାଣ 

ମନମାନୀ ବନ୍ଦ କରି ସଭିଏଁ ଦେଖନ୍ତୁଦର୍ପଣ 

ଯାହା ଭାଙ୍ଗିଯାଏ ଅଳ୍ପ ଠୋକର ରେ 

ଶବ୍ଦ ହୁଏ ଖାଲି ଝଣଝଣ ଝଣଝଣ 

ମନୁଷ୍ୟ ଓ ଦେବତାଙ୍କ ମଧ୍ୟରେ ରହୁ ସମର୍ପଣ ରାଣ।


Rate this content
Log in

Similar oriya poem from Abstract