STORYMIRROR

BANITA SAHU

Abstract

2  

BANITA SAHU

Abstract

ସ୍ମରଣୀୟ ଫୋଟୋ

ସ୍ମରଣୀୟ ଫୋଟୋ

1 min
425

ମୁଁ ଯେତେବେଳେ ଛୋଟଥିଲି

ମାଁ ବାପାଙ୍କ ଫୋଟୋ ଦେଖାଲେ

ମାଁଙ୍କୁ ମୁଁ ପ୍ରଶ୍ନ କରେ 

ମାଁ ଏହି ଆଲବମ୍ ରେ ମୋର ଫୋଟୋ କାହିଁକି ନାହିଁ

ମାଁ ମୋତେ ବୁଝାଇ କୁହନ୍ତି

ବାପାରେ ତୁ ତୋ ଫୋଟୋ ଉଠାଉ ଥିଲୁ ଆମ ମାନଙ୍କ ତେଣୁ ତୁ 

ଏହି ଆଲବମରେ ଦେଖାଯାଉନୁ

ତଥାପି ମନରେ ପ୍ରଶ୍ନ ଉଙ୍କିମାରେ

ସତରେ କଣ ମୁଁ ଫୋଟୋ ଉଠାଉଥିଲି

ଆଜି ଯେତେବେଳେ ମୁଁ ବଡ ହେଲିଣି

ସବୁ ପ୍ରଶ୍ନର ଉତ୍ତର ମିଳିଗଲା

ଆଜି ଯେବେ ମୁଁ

ମୋ ବାପା ମାଁଙ୍କ ବାହାଘର ଫୋଟୋ ଦେଖେ ଭାରି ଆନନ୍ଦ ଲାଗେ 

କାରଣ ସେଥିରେ ମୋ ଜେଜେ ବାପା ମୋ ଜେଜେ ମାଁ

ମୋର ସମସ୍ତ ବନ୍ଧୁ ବାନ୍ଧବିଙ୍କ ଫୋଟୋ ଦେଖିବାକୁ ପାଉଚି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract