STORYMIRROR

BANITA SAHU

Abstract

2  

BANITA SAHU

Abstract

ସ୍ମରଣାତୀତ

ସ୍ମରଣାତୀତ

1 min
346

ପଢୁଥିଲି ମୁଁ କ୍ଲାସ ୱାନ

ନାଟି ମୋର ଦେବ୍ଜାନ୍

ଏତେ ବଡ ବେଗ୍ ସାଥେ ପାଣି ବଟଲ୍ 

ଭଗବାନ ବହିପାରୁ ନଥାଏ

ହମ୍ୱାର୍କ ମଧ୍ଯ କମ୍ ନୁହେଁ

ରାଗ ଲାଗୁଥାଏ ହେଲେ କହିପାରେ ନା ମୁଁ କାହାରିକୁ 

କାରଣ ମୁଁ ଛୋଟ ଥିଲି ତେଣୁ ମୋ କଥା କେହି ମଧ୍ଯ ଶୁଣୁନଥିଲେ

ସେ ଦିନର ପାଠ ପଢା ଆଜିବି ମନେ ଅଛି

କ୍ଳାସର ପ୍ରଥମ ଦିନେ ପ୍ରିୟା ମୋ ସହ ସାଙ୍ଗ ହୋଇଥିଲେ

ଆମେ ଦୁହେଁ ଏକାଠି ଖାଉ ଏକାଠି ପାଠ ପଢୁଥିଲୁ

ସେ ମୋର ବହୁତ ଭଲ ସାଙ୍ଗ ଥିଲେ

ଆଜି ବି ମନେ ଅଛି ଦୁହେଁ ମିଶି ଗୁଡି ଉଡାଉ ଥିଲୁ

ବର୍ଷା ଦିନରେ କାଗଜ ଡଙ୍ଗା କରି ଭସାଉ ଥିଲୁ

ପିଲା ଦିନର ସ୍ମୁତିକୁ କେବେ ଭୂଲି ହୁଏନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract