STORYMIRROR

Gangotri Priyadarshini

Romance Tragedy

3  

Gangotri Priyadarshini

Romance Tragedy

ସମ୍ପତ୍ତି

ସମ୍ପତ୍ତି

1 min
147


ଆଜି ସବୁ କହିବି 

ଯାହା କିଛି ଅଛି ସମ୍ପତ୍ତି

ଧୈର୍ଯ୍ୟ ଧରି ତୁମେ ଶୁଣିକି ପାରିବ

ଯଦି ନଥାଏ କିଛି ଆପତ୍ତି

କିଛି ଆଶା କିଛି ନିରାଶା ଅଛି

ରହିଛି ପୁଳାଏ ଅଧୁରା ସ୍ୱପ୍ନ

ରଙ୍ଗହୀନ ମୋର ଏଇ ଜୀବନ

ମେଞ୍ଚାଏ ହୃଦୟ ଖୋଲା ହସ

କେହି ମୋତେ ବୁଝି ନ ପାରିବାର ଅବଶୋଶ

ଏକା ଏକା ବଞ୍ଚିବାର ଆତ୍ମ ବିଶ୍ୱାସ

ମୋର ମଲା ମନ ,ଉଆଁସୀ ଜହ୍ନ

ଅନ୍ଧାର ରାତିରେ କି ପ୍ରୟୋଜନ

ରହି ରହି କରେ ମୁକ୍ତି ନିବେଦନ

ନିଜର ବୋଲି ତୁମେ ନଭାବ ନାହିଁ

ନିଃଶ୍ୱାସ ବିଶ୍ୱାସ ମୋ ଭାଙ୍ଗିବ ନାହିଁ

ତୁମ ଫେରିବା ଆଶାରେ ରହିବି କାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance