STORYMIRROR

Nrusingha Panigrahi

Abstract

3  

Nrusingha Panigrahi

Abstract

ସମ୍ପର୍କର ସେତୁ

ସମ୍ପର୍କର ସେତୁ

1 min
11.6K


ନ ପାଉ ରଜନୀ ଆମ ଏହି ସମ୍ପର୍କେ

ସ୍ଵର୍ଣ୍ଣମୟୀ ଚିତ୍ରକଳା ଯାହାକୁ ଯେତେ


ଆସିଯାଉ ଦୁର୍ବିପାକ ତାଲିକା ଭୁକ୍ତେ

ରହୁଥାଉ କୋରୋନା ଆମ ଜଗତେ


ସମ୍ପର୍କ ଦୁର୍ବଳ ନୁହଁ ଏହା ପରିପକ୍ୱତା

ଟଳିଯିବା ବିପର୍ଯ୍ୟୟ ସବୁଆମ ଜଗତେ


 ଅପ୍ରମିତ ପ୍ରେମ ଯାହା ଆନନ୍ଦ ଲାଗେ

ଯାହା ଇଚ୍ଛା ଅଛି ସବୁ ତୁମ ବିଶ୍ୱାସେ


ରହୁଥାଉ ଆମ ସଂପର୍କ ସଦା ନିବିଡ଼ 

ସାଧୁବାଦ ଜଣାଉଛୁ ଚାରୁ ଚିତ୍ରକଳାର


ଅଙ୍କିଥିବି ଚରିତ୍ର , ଦେଖୁଥିବି ପ୍ରତିଦିନ

କେବେବି ଦୁର୍ବଳ ନୁହେଁ ମୋ ମୁନ ,ତୁମ ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract