STORYMIRROR

Nirupama Tarai

Tragedy Action Fantasy

3  

Nirupama Tarai

Tragedy Action Fantasy

ସମ୍ପର୍କର ନୂଆ ମୁହଁ

ସମ୍ପର୍କର ନୂଆ ମୁହଁ

1 min
144


ସମ୍ପର୍କ ଗଢିବ ଏମିତି ଭାଇ,

ବିଶ୍ଵାସ ସମ୍ପର୍କ ସେଇଠି

ଜୀବନ କୁ କରେ ସମ୍ପର୍କ ସୁନ୍ଦର

ଚିରସ୍ଥାୟୀ ହୁଏ ନିରବ ଥାଇ।


ଦୁଃଖ ସୁଖ ଦୁହେଁ ଯମଜ ଭାଇ,

ସମ୍ପର୍କର ପଥେ ଥାଆନ୍ତି ଏହି

ଆଜିକାଲି ପୂର୍ବ ସମ୍ପର୍କ ନାହିଁ,

ଟଙ୍କା ପଇସା ହିସାବ ନେଇ।


ବାପ ପୁଅ ର ସମ୍ପର୍କ ନାହିଁ

ଟଙ୍କା ପଇସାର ସମ୍ପର୍କ ଏହି

ସମ୍ପର୍କ ତାଲିକା ବହୁତ ସୁନ୍ଦର

ସମୀକ୍ଷା ଚିହ୍ନ ହେଳା ନକର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy