Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ସମ୍ପର୍କର ଚିରସ୍ରୋତା କାହାଣୀ

ସମ୍ପର୍କର ଚିରସ୍ରୋତା କାହାଣୀ

1 min
204



ସମ୍ପର୍କର ସ୍ରୋତ ଯେ

ଚିରସ୍ରୋତା ମାନେ ନା ସେ ବନ୍ଧ ବାଡ  

ମାନେ ନା ସେ ପ୍ରତିବାଦ, ପ୍ରତିବନ୍ଧ

ନଦୀ ପରି ଖୋଜି ବୁଲେ 

ଏ ପାଖରୁ ସେପାଖ

ହିମାଳୟ ରୁ ନିଳଗିରି

ଉତ୍ତର ରୁ ଦକ୍ଷିଣ

ଏକ ସାଥୀର ସାଗର 

ଯାହା ସାଥେ ମିଶିବାକୁ ମନ 

ଓ ମିଶିଯାଏ ଅନାୟସରେ

ନିତ୍ୟ ଚିରନ୍ତନ..........!!


ପ୍ରକୃତି ପାରେ ନା ବୁଝି

ଜୟ ପରାଜୟ ସମ୍ପର୍କର ଯୁଦ୍ଧ କ୍ଷେତ୍ରେ

ନିଃସନ୍ଦେହ ମନ ଆଇନାରେ ଦେଖିବାକୁ

ଗଢି ତୋଳିବା କୁ ଏକ ସୁନେଲି ମୂହୁର୍ତ୍ତ

ପ୍ରକୃତି ସାଥେ ଖେଳେ ସମ୍ପର୍କ

ଉଚ୍ଚାଭିଳାଷୀର ସ୍ବରୂପ ନେଇ 

ଏ ଦୁନିଆରେ......!!


ପାହାଡ଼ ପରି ଦୀର୍ଘ ପୁନଶ୍ଚ

କଠିନ ତାର ଅନ୍ତରର ଭାବନା

ଅଚିହ୍ନା ଆକାଶେ ଯେତେବେଳେ

ସମ୍ପର୍କ ର ଧୂମକେତୁ ଖସିବାକୁ ଲାଗେ

ସମ୍ପର୍କ ଝଲସି ଉଠେ

ତିଆରି ହୁଏ ବିଶ୍ବାସ ର ଚଟାଣ ଟିଏ

ଆଉ କିଛି ବିଶ୍ବାସ ର ବୃକ୍ଷ ଟିଏ

ନିବିଡ ସମ୍ପର୍କର ଶୀର୍ଷରେ

ଏଇତ ସମ୍ପର୍କର 

ଚିରସ୍ରୋତା କାହାଣୀ...!!



Rate this content
Log in

Similar oriya poem from Abstract