STORYMIRROR

Prasanna Kumar Madala

Inspirational Romance

2  

Prasanna Kumar Madala

Inspirational Romance

ସମ୍ପର୍କ

ସମ୍ପର୍କ

1 min
13.5K


ଜୀବନ ଜୁଆରେ    ଭଟ୍ଟା ଓ ଜୁଆରେ

   ପଶିଲୁ ପସାରି ପଶାର ପାଶ

ବିଜଡିତ ଜୟେ     ବିଭାଜନ ଭୟେ

   ରଚିଲୁ ରାତିକେ ରମଣ ରାସ ।

ହାରେ ଯେ ହରଷେ  ବିମୋହନ ବଶେ

   ନିରତେ ନିବେଦି ନିୟତି ନୀତି

ସମ୍ପର୍କରେ ସେହି     ସଂଯମନ ସହି

   ଜୀବନ ଜୀଇଁଛି ଜଗତ ଜିତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational