STORYMIRROR

padmaja pati

Abstract

2  

padmaja pati

Abstract

ସମାନ ନୁହଁଇ ରୁଚି

ସମାନ ନୁହଁଇ ରୁଚି

1 min
151

ଅବସର ବେଳ କଟାଇବା ଲାଗି

କିଏ ସେ ଧରେ କଲମ

କାହା ହାତ ଲେଖା ଗପ , କବିତାରୁ

ଫୁଟେ ସାହିତ୍ୟ କୁସୁମ l

ଭଲ ପାଏ କିଏ ଦେବାକୁ ବକ୍ତୃତା

କିଏ ସେ ବଜାଏ ବାଜା

ଯାଦୁକର ଯାଦୁ ବିଦ୍ୟା ଦେଖାଇ କେ

ପାଉଅଛି ନିଜେ ମଜା l

ଅସୁସ୍ଥ ଶରୀର ହୋଇଥିଲେ ମଧ୍ୟ

ଗୀତ କିଏ ଗାଉଅଛି

ଶ୍ରୋତା ହୋଇ କେହି ବକ୍ତୃତା ଶୁଣୁଛି

ସମାନ ନୁହଁଇ ରୁଚି l


Rate this content
Log in

Similar oriya poem from Abstract