STORYMIRROR

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ସମାଲୋଚନା

ସମାଲୋଚନା

1 min
246

ଇର୍ଷା ଆଉ ଦ୍ୱେଷ ଜନନୀ ଯାହାର

ସମାଲୋଚନା ଅଟଇ ନାମ ତାହାର l

 

ପରଶ୍ରୀକାତର ଜନେ କରିଥାନ୍ତି ଆଦର

ନୟନେ ଦେଖନ୍ତିନି ସୁଖ ଶୀରି କାହାର l


ମନରେ ରଖି ହଲାହଳ ବିଷର ଭଣ୍ଡାର

ଭାଷନ୍ତି ମୁଖେ ଯେ ବାଣୀ ସୁମଧୁର l


ହେଇଥାନ୍ତି  ପଛେ କେଡେ ପାମର

ବିଚାରନ୍ତି ସମକକ୍ଷ ନୁହେଁ କେ ଆମର ll


ଆଲୋଚନା ମଧ୍ୟେ ସମାଲୋଚନା କର୍ମ ତାଙ୍କର

ପରଦା ପଛର  ସେ ନିଚ୍ଛକ  କଳାକାର l


ସମାଲୋଚନା ନୁହେଁ ସମୀକ୍ଷା କର କର୍ମର

ଉନ୍ନତି ସାଧିତ ହେବ ସମାଜ ତଥା ତୁମ୍ଭର l


Rate this content
Log in

Similar oriya poem from Inspirational