STORYMIRROR

Arun Dash

Inspirational Others

3  

Arun Dash

Inspirational Others

ସଳଖ ଦୃଷ୍ଟି - ୧୧

ସଳଖ ଦୃଷ୍ଟି - ୧୧

1 min
170

ଭାଙ୍ଗି ଯାଇଥିବା ମଥାନ ଆଉ

ପଡ଼ି ଯାଇଥିବା କାନ୍ଥ;

ଉଡ଼ିଯାଇଥିବା ଛପର ଆଉ

ବୁଡ଼ି ଯାଇଥିବା ଖେତ;

ଏତିକି 'ଫୋନି' ତୋ ଶକ୍ତି ତ?

ଦେଖ, ପାର୍ଥିବ ଏ ଚିଜ ନିମିଷେ ଗଢ଼ିବ

ଉତ୍କଳ ସତ୍ତା ମୋ ଅକ୍ଷତ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational