STORYMIRROR

Arun Dash

Inspirational

2  

Arun Dash

Inspirational

ସଳଖ ଦୃଷ୍ଟି - ୮

ସଳଖ ଦୃଷ୍ଟି - ୮

1 min
234


ଉତ୍କଳର ଯୁବା ପ୍ରସ୍ତୁତ, ସମର୍ଥ

ଉନ୍ନତ ଉତ୍କଳ ପାଇଁ।

ଭାଷା ଆନ୍ଦୋଳନେ ଦେଖୁନ କେମନ୍ତେ

ଅଣ୍ଟା ଭିଡ଼ି ଲାଗୁ ଥାଇଁ!

ଜଗା ଦିଗ୍ଦର୍ଶନ ଚାହି,

ଉତ୍କଳ ସୂର୍ଯ୍ୟର ସ୍ଵର୍ଣ୍ଣିମ ଆଭା

ବିଶ୍ୱେ ପ୍ରକଟ ପାଇଁ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational