STORYMIRROR

Arun Dash

Others

3  

Arun Dash

Others

ସଳଖ ଦୃଷ୍ଟି – ୧୩

ସଳଖ ଦୃଷ୍ଟି – ୧୩

1 min
100

ଦାରୁବ୍ରହ୍ମ ତୁମେ ଦାରୁ ହୋଇ ଥାଅ

ନ ହୁଅ ସପନେ ଉଭା!

ସ୍ଵପ୍ନାଦେଶେ ତୁମେ ଦାରୁ ଠାବ ଦେଲେ

ଅସାଧ୍ୟ ତାକୁ ଏଡ଼ିବା!

ରଥେ ପ୍ରୟୋଜନ କିବା?

ତୁମ ସେବା କି ବା ସମୃଦ୍ଧି ଆଣିବ

ବନ ବୃକ୍ଷ ବିନାଶିବା?



Rate this content
Log in