STORYMIRROR

Arun Dash

Others

2  

Arun Dash

Others

ସଳଖ ଦୃଷ୍ଟି - ୭

ସଳଖ ଦୃଷ୍ଟି - ୭

1 min
345


ହୃତ ସମ୍ମାନ, ସୁପ୍ତ ସ୍ୱାଭିମାନ

ଅର୍ଥ ହିଁ ସର୍ବସ୍ୱ ତୁମ!

ସ୍ୱାର୍ଥପ୍ରୀତି ଏତେ ପ୍ରଖର ଯେ ତୁମ

ହତାଦର ଦେଶ ଧର୍ମ!

ଜାଣ, ଏଡ଼ିନି କେହି ତା' କର୍ମ,

ଧରାପୃଷ୍ଠେ ଜନ୍ମି ଧରାଟାକୁ ଶରା

ମଣଇ ଯେଉଁ ଅଧମ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍