STORYMIRROR

Arun Dash

Others

3  

Arun Dash

Others

ସଳଖ ଦୃଷ୍ଟି - ୬

ସଳଖ ଦୃଷ୍ଟି - ୬

1 min
700


ସାହିତ୍ୟ ମୋହ ମୋ ବଳବତ୍ତର

ନିର୍ମଳ ଆନନ୍ଦ ପାଇଁ।

ସୃଷ୍ଟି ସମୟର ମାନସ ମନ୍ଥନ

ପୁଲକ ତା' ଆଉ କାହିଁ?

ତେବେ ସେଠି ବି ସ୍ଵାର୍ଥ ମୋ ରହି।

ଦେଶପ୍ରେମ ମୋ ଯେ ସାହିତ୍ୟପ୍ରେମ ଠୁଁ

ଉର୍ଦ୍ଧ୍ଵରେ ରହିବା ଚାହି!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍