Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arun Dash

Others

3  

Arun Dash

Others

ସଳଖ ଦୃଷ୍ଟି - ୫

ସଳଖ ଦୃଷ୍ଟି - ୫

1 min
316


ସହନଶୀଳତା, ଦୟା ଆଉ ଦାନ

ଅଟେ ତୋ ଧର୍ମର ଭିତ୍ତି;

ସବୁ ଧର୍ମର ସହାବସ୍ଥାନକୁ

ଦିଏ ଏକା ତୋ ଧର୍ମ ସ୍ୱୀକୃତି;

ଆଉ ଆଜି ଆପଣା ସ୍ଵାର୍ଥରେ ବ୍ରତୀ,

ସ୍ଵଧର୍ମକୁ ଯେବେ ହତାଦର କରୁ

ଫାଟି ଯାଏନି ତୋ ଛାତି?


Rate this content
Log in