STORYMIRROR

Arun Dash

Others

3  

Arun Dash

Others

ସଳଖ ଦୃଷ୍ଟି - ୧୦

ସଳଖ ଦୃଷ୍ଟି - ୧୦

1 min
12.2K

ସ୍ୱାଭିମାନ ଆଉ ଅହଂକାର ଦୁହେଁ

ନୁହଁନ୍ତି କେବେ ହେଁ ଏକ।

ଅହଂକାର ତୋତେ ନର୍କଗାମୀ କରେ

ରୁଦ୍ଧ କରି ତୋ ବିବେକ।

ଦୁହିଁଙ୍କୁ ଭଲେ ପରଖ!

ବିବର୍ଣ୍ଣ ଯଦି ତୋ ସ୍ୱାଭିମାନ କେବେ

ଏ ମଣିଷ ଜନମ ଧିକ!



Rate this content
Log in