STORYMIRROR

Arun Dash

Inspirational

2  

Arun Dash

Inspirational

ସଳଖ ଦୃଷ୍ଟି - ୪

ସଳଖ ଦୃଷ୍ଟି - ୪

1 min
257


ସାହିତ୍ୟ ଜଗତେ ଏତିକି ଅହିତ

କେମିତି ପାରୁଛ ଝେଲି?

ଲେଖାରୁ ଆନନ୍ଦ ପାଇ ପାରୁନ କି

ପ୍ରସଂଶା ସାଉଁଟ ଖାଲି?

ସାବଧାନ ଏଣୁ କଲି,

ସ୍ଵ ହିତ ରେ ଯଦି ସାହିତ୍ୟ ହୋଇବ

ସମାଜ ତ ଯିବ ଚୁଲି!


Rate this content
Log in

Similar oriya poem from Inspirational