STORYMIRROR

Jyotirmoyee Mohanty

Classics

4  

Jyotirmoyee Mohanty

Classics

ସଖା-୨

ସଖା-୨

1 min
216

ତୁଳସୀ ମୁଁ ସବୁ ସ୍ଥାନେ 

ଝରାଏ ପବିତ୍ର 

ସେ ହେଉ ବାରି ଅଗଣା 

ଅବା ଶ୍ମାଶାନର ।


ନାଚୁଥିବି ଗାଉଥିବି 

ହଜି ହଜି ଯାଉଥିବି 

ତେଜଉଥିବି ଅବୁଝା ସଳିତା, 

ଦର୍ଶନପିୟସୀ ସାଜି ମୀରା ଭଳିଆ ।


ସେ ହେଉ କି ମୀରା ରାଧା 

ଦୁହେଁ ତ ପବିତ୍ର 

ପ୍ରଣୟିନୀ ଥିଲେ ଦୁହେଁ 

ଏକା କାଳିଆର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics