STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Thriller

3  

ପ୍ରିୟଦର୍ଶିନୀ ମହାନ୍ତି

Thriller

ସିନ୍ଦୂର

ସିନ୍ଦୂର

1 min
325

ସିନ୍ଦୂର,

ନୁହେଁ ସେ ନାଲି ଅବିର,

ସେ ତ ସନ୍ତକ ସଚ୍ଚା ପ୍ରେମର।

ସିନ୍ଦୂର,

ନୁହେଁ ସେ ବେଡି ସଂସ୍କାରର,

ସେ ତ ମକୁଟ ସୁହାଗିନୀର।

ସିନ୍ଦୂର,

ନୁହେଁ ସେ କଳଙ୍କ ନାରୀର,

ସେ ତ ସଧବା ସୁନ୍ଥାର ଶୃଙ୍ଗାର।

ସିନ୍ଦୂର,

ନୁହେଁ ସେ ରେଖା ବନ୍ଧନର,

ସେ ତ ଚିରନ୍ତନ ପ୍ରେମ ସ୍ବାକ୍ଷର।

ସିନ୍ଦୂର,

ଏକ ପ୍ରତିଶ୍ରୁତି ଜନ୍ମ ଜନ୍ମର,

ଏକ ଉପହାର ବହୁ ପ୍ରତୀକ୍ଷାର,

ଏକ ପ୍ରତିଦାନ ସ୍ନେହ ପ୍ରେମର।


Rate this content
Log in

Similar oriya poem from Thriller