STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ସୀତା ମାତା

ସୀତା ମାତା

1 min
192


ଜନକ ନନ୍ଦିନି ସୀତା ତୁମେ ହୋଇ ଥିଲ ଆଜି ଅବତାର

ମହା ସତୀ ସୀତା ତୁମେ କେ କହିବ ମହିମା ତୁମର ।


ଅଯୋନି ସମ୍ଭୁତା ତୁମେ ଭୁମିରୁ ହୋଇଲ ବାହାର

ଜାନକୀ ମାତା ତୁମ ପାଇଁ ହେଲା ସ୍ଵଂୟ ବର

ଶ୍ରୀ ରାମ ଶିବ ଧନୁ ଭାଙ୍ଗି ହେଲେ ପତି ତୁମର ।


ରାମ ଙ୍କୁ ଯେବେ ହେଲା ବନ ବାସ 

ପତି ବ୍ରତା ହୋଇ ତୁମେ ରହିଲ ରାମ ଙ୍କ ପାସ ।


ରାବଣ ତୁମ କୁ ନେଲା ହରଣ କରି

ଦିନେ ପାଖ କୁ ତୁମର ନ ଆସିଲା 

ଜାଣି ଥିଲା ତୁମେ ସତୀ ନାରୀ ।


ତୁମ ପାଇଁ ହନୁମାନ ସାତ ସିନ୍ଧୁ ଲଙ୍ଘନ କଲେ

ରାମ ଙ୍କ ମୁଦ୍ରିକା ତୁମକୁ ଦେଲେ

ରାବଣ କୁ ନିଧନ କରି ସୀତା ଙ୍କୁ ରାମ ଆଣିଲେ

ସତୀ ସୀତା ଙ୍କୁ ଅଗ୍ନି ପରୀକ୍ଷା ଦେବା କୁ ରାମ କହିଲେ ।


ସୀତା ଅଗ୍ନିରୁ ହେଲେ ବାହାର,

ସୀତା ମହା ସତୀ ବୋଲି ଜଗତେ ହେଲା ପ୍ରଚାର


ତୁମରି କରୁଣ କାହାଣୀ କିଏ କହି ପାରିବ

ହେ ଲବ କୁଶ ମାତା ତୁମେ ଜଗତ ରେ ଯୁଗେ ଯୁଗେ ପୂଜା ପାଉଥିବ ।



Rate this content
Log in

Similar oriya poem from Inspirational