STORYMIRROR

Gitanjali Pujapanda

Romance

3  

Gitanjali Pujapanda

Romance

ସୀମନ୍ତିନୀ

ସୀମନ୍ତିନୀ

1 min
221

ସାଥି ତୁମେ ମୋ ଜୀବନରେ ଭାରି ଦେଲ,ମିଠା ମିଠା


ମଧୁ ଗୀତି, ତୁମର ସେ ଚୋରା ଚାହିଁଣି,ମୋ ଆତ୍ମା 


ଆଉ ମୋ ମନକୁ ନିଲା ସହଜରେ କିଣି ,ମୁୁଁ ହଜିମଜି  


ପୁଣି ଭିଜି ଯାଏ ,ତୁମ ପ୍ରେମର ମିଠା ଵରଷାରେ 


ହୋଇ ତୁମ ଜୀବନର ଚିର ସହଚରି ଆଉ 


ତୁମ ସିନ୍ଦୂର ମଥାରେ ପିନ୍ଧି ମୁଁ  ବୋଲାଏ 


ସୀମନ୍ତିନୀ ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance