STORYMIRROR

MADHU MITA

Tragedy Classics Inspirational

3  

MADHU MITA

Tragedy Classics Inspirational

ସିଏ କିଏ

ସିଏ କିଏ

1 min
131


କେଜାଣି ସେ କିଏ ଥିଲା

ଓଠରୁ ଯା ମହୁ ଝରୁଥିଲା ।


ସତେ ଯେପରି ଫୁଟିଲା କଢ଼ି

ନିଜ ମହକ ସେ ବାଣ୍ଟିଥିଲା ।


ଥିଲା ତା କଥାରେ କେତେ କିମିଆ

ସଭିଙ୍କ ମନ ଜିତି ପାରିଲା ।


ଦୁଃଖୀ ରଙ୍କି ଦେଖି ମନଟା ତାର

ସତେକି ମହମ ତରଳି ଗଲା ।


ଦୌଡ଼ି ଆସୁଥିଲା ସେଇ ଜାଗାକୁ

ଯେଉଁଠି କିଏ ବି ଲୋଡୁଥିଲେ ତାକୁ ।


ଥିଲା ସେ ସଭିଙ୍କ ପ୍ରିୟ ଡାକ୍ତର

ରୋଗୀଙ୍କ ପାଇଁ ତା ମନ ଆତୁର ।


ପଡିଲା କରୋନା କବଳେ ଦିନେ

ଆଉ ଭଲ ହୋଇପାରିଲା ନାହିଁ ।


ହସ ଲିଭିଗଲା ଓଠରୁ ତାହାର

ମରଣକୁ ଆଉ ଜିତି ହେଲାନି ।


Rate this content
Log in

Similar oriya poem from Tragedy