Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ସିଧାକଥା ୩

ସିଧାକଥା ୩

1 min
260



ବଦଳି ଗଲାଣି ସେଦିନ କାହାଣୀ ଶୁଣିନିଅ ନୂଆକଥା,

ପୁରୁଣା କଥାକୁ ଧରି ବସିଥିଲେ ହେବ ଖାଲି ମୁଣ୍ଡବ୍ୟଥା ।(ଘୋଷା )


ବଦଳୁଛି ଯୁଗ ବଦଳୁଛି ରୁଚି ବଦଳିବା ଆଧୁନିକ,

ଆଧୁନିକ ନାମେ ମୂଳ ତାଡ଼ିଦେଲେ ଫଳହେବ ଖାଲି ଦୁଃଖ ।

ସେଦିନର ଯଶ ଆଜି ଅପରାଧ ବାଘ ହତ୍ୟାକାରୀ ଯଥା ।

ବଦଳି ଗଲାଣି ସେଦିନ କାହାଣୀ ଶୁଣିନିଅ ନୂଆକଥା ।(1)


ଶୁଆ ପାଠପଢ଼ା ଚଳିବନି ଆଉ ଦେଖ ଏ' ଯୁଗର ରୀତି,

ରୀତି-ନୀତିନେଇ ଆଗେଇ ଚାଲିଲେ ନଥିବ ମନରେ ଭିତି ।

ସୂଚନା ବିଜ୍ଞାନ ଜାତିର ସମ୍ମାନ ଟେକି ରଖିଥିବ ମଥା ।

ବଦଳି ଗଲାଣି ସେଦିନ କାହାଣୀ ଶୁଣିନିଅ ନୂଆକଥା ।(2)


#ସିଧାକଥା


Rate this content
Log in

Similar oriya poem from Classics