Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ସିଧାକଥା-121 :ବନ୍ଧୁତା

ସିଧାକଥା-121 :ବନ୍ଧୁତା

1 min
202



ସବୁ ବୟସରେ ସମସ୍ତଙ୍କୁ କିଛି ପ୍ରିୟ ବନ୍ଧୁ ମିଳିଥାଏ,

ଭାଗ୍ୟବାନ ଏକା ସେହି ବନ୍ଧୁତାକୁ ରଖିପାରେ ଶେଷଯାଏ | 

 

କାହାର ପ୍ରଶଂସା କର ବା ନ କର ଦିଅ ନାହିଁ ଅପମାନ,

କରଜ ପରାଏ ଫେରି ଆସିବ ସେ ଧରି ସୁଧ-ମୂଳ ଧନ |

 

ବାହାର ଚାପରେ ଅଣ୍ଡା ଫାଟିଗଲେ ଜୀବନରେ ଶେଷହୁଏ,

ଭିତର ଚାପରେ ଫାଟିଲେ ଅଣ୍ଡାଟି ଜୀବନ ଆରମ୍ଭ ହୁଏ |

 

ସବୁ ବଡ଼କାମ ଆରମ୍ଭ ହୋଇବ ହୃଦୟରେ ଥିଲେ ଧରି, 

ବିକଶିତ ହେବ ଜୀବନ ତାହାର ପରିପକ୍ଵ ଅଣ୍ଡା ପରି | 

 

ଅଗମ୍ୟ ପଥକୁ ପାରି ନ ହୋଇ କେ ଆବିଷ୍କାର କରିନାହିଁ,

ପ୍ରତିକୂଳ ପରିବେଶ ପରିସ୍ଥିତି ସଭିଙ୍କୁ ସୁହାଏ ନାହିଁ |

 

ଅଦମ୍ୟ ସାହସ ଗଭୀର ବିଶ୍ୱାସ ରହିଲେ ସଫଳ ଥୁଆ,

ତାଙ୍କ ତ୍ୟାଗ ନିଷ୍ଠା ଅଭିଯାନ ପାଇଁ ଫିଟେ ବାଟ ନୂଆନୂଆ | 



Rate this content
Log in