STORYMIRROR

KRUTIBAS NAYAK

Inspirational Children

2  

KRUTIBAS NAYAK

Inspirational Children

ସିଧାକଥା -12

ସିଧାକଥା -12

1 min
100


କିଏ ମୋତେ କିଛି ଦେଉ ବା ଦେଉ ସେକଥା ଭାବିବି ନାହିଁ,

କିଏ ଭଲଲୋକ ହେଉ ବା ନହେଉ ନିଜେ ଭଲହେବି ମୁହିଁ |


ଆଉ କିଏ ଭଲ କରୁ ବା ନକରୁ ଅପରାଧୀ ହେଲେ ହେଉ,

ମୋର ମନ ସଦା ମାନବ ସେବାରେ ବ୍ରତୀହେଇ ରହିଥାଉ |


କିଏ ଧନୀ ମାନି ଜ୍ଞାନୀ ହୋଇଲେ ବି ଲାଗେ ତ ସଭିଙ୍କୁ ଭୋକ,

ଦୁଃଖୀ ଅନାଥର ତୁଣ୍ଡରେ ମୁଠାଏ ଦେଇ ହରାଇବି ଦୁଃଖ |


ସକଳ ଘଟରେ ଅଚାନତି ଶ୍ରୀହରି ଏକଥା ସଭିଙ୍କୁ ଜଣା,

ତଥାପି କାହିଁକି ନିଷ୍ଠୁର ମଣିଷ ହୋଇଥାଏ ବାଟ ବଣା |



Rate this content
Log in

Similar oriya poem from Inspirational