STORYMIRROR

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ଶିକ୍ଷା

ଶିକ୍ଷା

1 min
226

ଶିକ୍ଷା ଯେ ଏକ ଧାରୁଆ ଅସ୍ତ୍ର 
ଯାହା ପ୍ରତିଟି ସମାଜରେ 
ଆଣିପାରେ ପରିବର୍ତ୍ତନ 
ଶିକ୍ଷା ଏକ ସଂସ୍କାର 
ଶିକ୍ଷା ବିନୟ ଶିକ୍ଷା ନମ୍ରତା 
ଶିକ୍ଷା ଏକ ସଭ୍ୟତା 
ଶିକ୍ଷା ହିଁ ଜୀବନକୁ 
ମାର୍ଜିତ ଢଙ୍ଗ ରେ 
ଗଢିଥାଏ.....
ପୁଣି ଜୀବନକୁ ଟାଣିଆଣେ 
ଅନ୍ଧାର ମାର୍ଗରୁ ଆଲୁଅ କୁ 
ଏ ସଭ୍ୟ ସମାଜଟା କିନ୍ତୁ 
ଶିକ୍ଷା ଲାଭ କଲାପରେ 
ଯେବେ କଂସ ରାବଣ ପାଲଟିଯାଏ 
ଆଉ ଥରେ କୃଷ୍ଣ ରାମ ଆସନ୍ତି......


Rate this content
Log in

Similar oriya poem from Inspirational