STORYMIRROR

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ବାଜି

ବାଜି

1 min
394

ଭାବନା ର ବିଶାଳ ସାଗର ତଟରେ 
ମୁଁ ଯେବେ ମାପି ପାରେନା ପରିଧି ତାର 
ସେତିକିବେଳେ ଆଲୋଡନ କମ୍ପନ 
ସୃଷ୍ଟିହୁଏ, ମୁଁ ଦୋହଲି ଯାଏ 
ପ୍ରଳୟର ବିଭୀଷିକା ପାଲଟିଯାଏ 
ତାଣ୍ଡବ ରଚାଏ, ସତରେ ଜୀବନର 
ବିଶାଳତା ପାଖରେ ହାର ମାନେ 
ବାଜିପଣ ପାଖରେ ହାର ମାନେ 
ଜୀବନକୁ ବାସ୍ତବ ରଙ୍ଗରେ ସଜାଏ 
ଜୀବନକୁ ପୁଣି ପ୍ରାଣ ଭରି ଭଲପାଏ.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational