STORYMIRROR

ABADHOOT PANDA

Inspirational

4  

ABADHOOT PANDA

Inspirational

ପାପା ଫ୍ରାନସିସ୍କୋ

ପାପା ଫ୍ରାନସିସ୍କୋ

1 min
355

ପାପା ଫ୍ରାନ୍ସିସ୍କୋ
❤❤❤❤❤❤
କେବଳ ମୋର ବିବେକ କେବଳ ମୋର ମନ କେବଳ ମୋର ଜାତି ମୋର ମାନବୀୟ ସାଧନାର ଶିଳ୍ପକଳା ନୁହେଁ ମୋର ସମଗ୍ର ସତ୍ତା ପୋପ୍ ଫ୍ରାନସିସ୍କୋଙ୍କ ମାନବତାର ଗାରିମାକୁ ଜୀବନର ପ୍ରତି କ୍ଷଣେ ଅନୁପମ ସ୍ମରଣ କରି ରଖିବି ତାଙ୍କର ସର୍ତ୍ତବିହୀନ ପ୍ରେମ ଓ ସହାନୁଭୂତି ବିଶ୍ୱ ମାନବୀୟ ରାଷ୍ଟ୍ର ପାଇଁ ପ୍ରକାଶିତ ହୋଇ ଥିଲା ତାଙ୍କର ପ୍ରତି ଶବ୍ଦ ଉଚ୍ଚାରଣ ରେ ଏକ ପବିତ୍ର ପରିପ୍ରକାଶ ସଦୃଶ ଦାନାଶୀଳତା ଓ ଶାଶ୍ୱତ ଆଶାର ସମଗ୍ର ବିଶ୍ୱ ନାଗରିକଙ୍କ ତତ୍ତ୍ୱ ଅବଧାନ ନିମିତ୍ତ ଉର୍ଦ୍ଧ୍ୱ କୁ ଉଠି ସମସ୍ତ ଶ୍ରେଣୀଗତ ଜାତିଗତ ବର୍ଣ୍ଣଗତ ଓ ଧର୍ମଗତ ଭ୍ରାନ୍ତଧାରଣାର ବିଭାଜନ ପ୍ରକ୍ରିୟାର ସେମାନେ ଛାଡ଼ିଗଲେ ପଛରେ ଏକ ପବିତ୍ର ବଂଶାନୁକ୍ରମିକ ପରମ୍ପରା ଦୀପ୍ତିମାନ କରି ମାନବୀୟ ଗୌରବ ବାସ୍ତବ ପକ୍ଷେ ଥିଲେ ସେମାନେ ଏକ ପବିତ୍ର ପ୍ରେମିକ ମାନବ ଜାତିର [ Poem: Papa Francesco Writer: Bhagirath Choudhary Dated: 22.04.25 Odia Translator: Abadhoot Panda Date: 23.4.25.]      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational