STORYMIRROR

ABADHOOT PANDA

Others

4  

ABADHOOT PANDA

Others

ଆଜି ଅକ୍ଟୋବର ପହିଲା

ଆଜି ଅକ୍ଟୋବର ପହିଲା

1 min
3

ଆଜି ଅକ୍ଟୋବର ପହିଲା

ବୁଢା ବୁଢ଼ୀଙ୍କ ଆଜି ପାକୁଆ ପାଟିରେ ଖିଲି ଖିଲି ହସ, ନାତି ନାତୁଣୀଙ୍କ ମେଳେ ବସି ଘରେ କଫି ପିଇ ହୁଅନ୍ତି ହରଷ ସାଧା ନିରାମିଷ ଭୋଜନେ ହୁଅନ୍ତି ଆପ୍ୟାୟିତ ସେମାନେ, ବୋହୁ ଆସି ଗୁଣ୍ଡି ଖିଲି ପାନ ଦିଏ ଗୁଞ୍ଜି ପାଟିରେ ସ୍ନେହାଳୀ ମନେ l ନାତି ନାତୁଣୀ ଗଣ ଉଠନ୍ତି କରି ଚିତ୍କାର ହାପି ଅକ୍ଟୋବର ପହିଲା, ଆସ ଅଜାଆଈ ଜେଜେଜେଜେମା ଶୁଣିବା ବସି ଘରେ ରେଡ଼ିଓ-ପାଲା ( ରଚୟିତା :©ଅବଧୂତ ପଣ୍ଡା, କଟକ, ଭାରତ, ତା ୦୧.୧୦. ୨୬ ବିଶ୍ବ କଫି,ବୃଦ୍ଧ ବୃଦ୍ଧା ଓ ନିରାମିଷ ଦିବସ ଉପଲକ୍ଷେ ରଚିତ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍