STORYMIRROR

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ମନ୍ତ୍ର

ମନ୍ତ୍ର

1 min
314

ମୁଁ ଏବେ ମନ୍ତ୍ର ପଢେ ସଫଳତା ର 
ଗୀତ ଗାଏ ଜୀଵନ ର 
ବେସୁରା ବେତାଳ ଜୀବନଟା 
ଖୋଜେ ତାଳ ଲୟ 
ମନ୍ତ୍ର ପଢେ ସଫଳତା ର 
ଜୀବନକୁ ଭଲପାଏ 
ଭଲପାଏ ସମ୍ପର୍କ 
ଭଲ ପାଏ ସଂଜ୍ଞା 
ପରିଭାଷା ଜୀବନର 
ଜୀବନକୁ ଈଶ୍ୱର ମାନେ 
ସତ୍ୟ ଶିବ ସୁନ୍ଦର ମାନେ 
କଳ୍ପବୃକ୍ଷ ମାନେ 
କାମଧେନୁ ମାନେ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational