STORYMIRROR

RAJANIKANT CHOUDHURY

Inspirational

4  

RAJANIKANT CHOUDHURY

Inspirational

ନମଃ ଶିବାୟ ରଜନୀକାନ୍ତ ଚୌଧୁରୀ

ନମଃ ଶିବାୟ ରଜନୀକାନ୍ତ ଚୌଧୁରୀ

1 min
309

ନମଃ ଶିବାୟ ମହାଦେବାୟ 
ମସ୍ତକେ ଚନ୍ଦ୍ର ଗଙ୍ଗାଧରାୟ,।।
ନମଃଶିବାୟ ମହାଦେବାୟ 
ରିଷ୍ଠ ଖଣ୍ଡନ ମହାକାଳାୟ,।।
ନମଃ ଶିବାୟ ମହା ଦେବାୟ 
ପାର୍ବତୀନାଥ ପ୍ରିୟନାଥାୟ,।।
ନମଃ ଶିବାୟ ମହା ଦେବାୟ
ନାଗଭୂଷଣ ନାଗେଶ୍ୱରାୟ,।।
ନମଃ ଶିବାୟ ମହାଦେବାୟ 
କୈଳାଶବାସି ଯୋଗୀସ୍ୱରାୟ,।।
ନମଃ ଶିବାୟ ମହା ଦେବାୟ
ରୁଦ୍ରାକ୍ଷ ପ୍ରିୟ ରୁଦ୍ରେଶ୍ୱରାୟ,।।
ନମଃ ଶିବାୟ ମହା ଦେବାୟ
ଜାଗର ପ୍ରିୟ ଜାଗେଶ୍ୱରାୟ,।।
ନମଃ ଶିବାୟ ମହା ଦେବାୟ
ପାତାଳବାସୀ ଲିଙ୍ଗେଶ୍ୱରାୟ,।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational