STORYMIRROR

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ଜୀଵନ

ଜୀଵନ

1 min
359

ଜୀଵନ ଏବେ ପବନ ରେ ମହକେ 
ଜୀଵନ ଏବେ ଯାତନା ରେ ଚହକେ 
ଜୀଵନ ଦୁର୍ଲଭ କୋମଳ ସୁକ୍ଷ୍ମ ଅମୁଲ୍ୟ 
ମୁହୂର୍ତ୍ତ ମୁହୂର୍ତ୍ତ ସମୟ ମୂଲ୍ୟବାନ 
ସମୟ ସଦୁପଯୋଗ କଲେ ସେ 
ସବୁକିଛି ଦିଏ, କୋମଳତା ସୁକ୍ଷ୍ମତା 
ଜୀବନର, ମୁଁ ରୁକ୍ଷ କଠୋର ବର୍ବର
ପାଲଟିଯାଏ, ସଦୁପଯୋଗ ସମୟର 
କାହିଁକି ନା ମୁଁ ସମୟକୁ କଳ୍ପବୃକ୍ଷ 
ମାନେ, କାମଧେନୁ ମାନେ 
ଜୀଵନ ର ଅନ୍ୟନାମ ଯନ୍ତ୍ରଣା ନୁହେଁ 
ଜୀଵନ ର ଅନ୍ୟ ନାମ ସତ୍ୟ ଶିବ ସୁନ୍ଦର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Inspirational