Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ସିଦ୍ଧେଶ୍ଵର

ସିଦ୍ଧେଶ୍ଵର

1 min
9



ଲୀଳାମୟ ହରି 

ଭାବରେ ତୁମରି 

ଆଦର୍ଶେ ପହଁରି 

ହୋଇଯାଏ ସଂସାରୁ ପାରି ।

ଇଚ୍ଛାମୟ ସାଇଁ 

ଉଦ୍ଧରିବା ପାଇଁ 

ଅଶ୍ରୁ ଜଳେ ଧୋଇ 

ତୁମ ଅଦୃଶ୍ୟ ପାଦୁକା ମୁହିଁ ।

ଜଗତର ନାଥ 

ବଢ଼ାଇକି ହସ୍ତ 

ଆର୍ଶୀବାଦ ପରସ୍ତ 

ଢାଳିଦିଅ ମଥାରେ ନିଶ୍ଚିନ୍ତ ।

ତୁମେ ସୁନାମନ 

ଭକତ ଜୀବନ 

ଗରବ ଗଞ୍ଜନ 

ଯଶୋଦା ଓ ଦେବକୀଧନ ।

ତୁମ ରଥ ଯାତ୍ରା 

ଶିକ୍ଷା ସଚେତନତା 

କେତେ ବାସ୍ତବତା 

ସିଦ୍ଧି ପ୍ରାପ୍ତିରେ ନୀରବତା ।

ତ୍ୟାଗ ଧର୍ଯ୍ୟ ଥିଲେ 

ଅନୁଶାସନ ମାନିଲେ 

ସହଯୋଗ ମନାସିଲେ 

ଜୀବନଯୋଦ୍ଧା ନହାରିବାଭଲେ ।


Rate this content
Log in

Similar oriya poem from Abstract