Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjaya Ananda Kumar Tripathy

Abstract

3  

Sanjaya Ananda Kumar Tripathy

Abstract

ଶୂନ୍ୟତା

ଶୂନ୍ୟତା

1 min
219


ଶେଷରେ ଆସେ ଖାଲି ଶୁନ୍ୟତା

କାମ ଦିଏ ନାହିଁ କିଛି ଅଭିଜ୍ଞତା ,

ବୟସ୍କଙ୍କ ଠାରୁ ପାଇଥିବା ଜ୍ଞIନ

କ୍ରିୟା , ପ୍ରତିକ୍ରିୟା ଆଉ ଯେତେ ଚିନ୍ତା I


ପ୍ରେମ, ନିଷ୍ଠା , ଜୟ ,ପରାଜୟ

ହୃଦୟର ଅନ୍ତର୍ନିହିତ କଥା ,

ବନ୍ଧନରେ ବାନ୍ଧି ହୋଇଯାଏ

ଶେଷରେ ଆସେ ଖାଲି ଶୂନ୍ୟତାI


କେବେ ନିଜକୁ , କେବେ ପରକୁ

ଭୁଲାଇ ଦେବାର କୁଶଳତା ,

ନୀରବତା,ନୀରବତା,ନୀରବତା

ଶେଷରେ ଆସେ ଖାଲି ଶୂନ୍ୟତାI


Rate this content
Log in

Similar oriya poem from Abstract