STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

କୋଣାର୍କ ,,,,,,,,,,,,,,

କୋଣାର୍କ ,,,,,,,,,,,,,,

1 min
343


ଉପରକୁ ଦିଶୁଥିବା ଶିଳ୍ପ ଚାତୁରୀ 

ବତାଏ ସାହିତ୍ୟ ଶତାବରୀ 

ଧରମା ବାଳୁତ ଯୁଗ ଯୁଗକୁ କଥା 

ରଖି ହେଲା ଫୁଲ କାଦମ୍ବରୀ 

ସେ ବଳିଆ କୁକୁର କାନ୍ଦୁଛି କୋଣେ 

ଶୁଭ ଅଶୁଭ ଧନନ୍ତ୍ୱରୀ ପରି 

କୋଣାର୍କ ସୂର୍ଯ୍ୟ ମନ୍ଦିର କହେ ସାହିତ୍ୟ 

ସହ ଭାଷା ଅସୁମାରୀ 

ଜାତିର କୀର୍ତ୍ତୀ କିମ୍ବଦନ୍ତୀ ଆଉ କଣ କି 

ଏକଦମ ଏଯାବତ ଭାଷାମ୍ବରୀ 

ଶିଳ୍ପୀ ଚାତୁରୀରେ ସ୍ଥାପତ୍ୟରେ ଗାତ୍ରରେ 

କଥା ଗାଥା ପ୍ରଣୟ ବଲ୍ଳରୀ 

ଏସବୁକୁ ଛାଡ଼ିଦେଇ ଓଡ଼ିଆ ମାତୃଭୂମି 

ଭାଷା ପ୍ରୀତି ରହିବ କିପରି 

ମନରେ ଉଠୁଥିବା କୋଣାର୍କକୁ ନେଇ 

ଭାଷା ଭିତରେ ପ୍ରଶ୍ନ ଅସୁମାରୀ 

ସୂର୍ଯ୍ୟ ଦେବତାଙ୍କ ତେଜ ସୌର୍ଯ୍ୟ ବଳ ବୀର୍ଯ୍ୟ 

କୋଣାର୍କର ଶିରୀରେ ଭାଷାର ମାଧୁରୀ 

ଧରମା ଓ ତା ପିତା ମାତା ତଥା ବଳିଆ 

ଭାଷା ସାହିତ୍ୟର ଖବର ଭିତିରି 

ଜାଣିବାକୁ ବୁଝିବାକୁ କୋଣାର୍କରେ ପର୍ଯ୍ୟଟକ 

ଖୋଜନ୍ତି ତଥ୍ୟ ଭାଷାକୁ ଆବୋରି 

କିଛି ପୁରାତନ ଓ ନୂତନ ସମ୍ମିଶ୍ରଣରେ 

ଓଡ଼ିଆ ଭାଷା ସମୃଦ୍ଧଶାଳୀରେ ଭରି 

ସତରେ କୋଣାର୍କ ତୁ ଚତୁରୀ ନାରୀ

ନା ପୁରୁଷ ପୁଙ୍ଗବର ବର୍ଚ୍ଛା ଭିତରେ ଥିବା ଶିରୀ 

ଯା ହେଉ କୋଣାର୍କ ଭିତିରି କଥାରେ 

ସାହିତ୍ୟର କେତେ ଫର୍ଦ୍ଦ ଦର୍ଦ୍ଦନାକ ଭାରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract