STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ମୁଁ

ମୁଁ

1 min
262

ବେଳେବେଳେ ମୁଁ ନୀରବ ରୁହେ 

ମୌନ ରୁହେ, ମୁଁ କେବେ ଅଟଳ 

ପାହାଡଟିଏ, କେବେ ନିରବ 

ଗଗନ ଟିଏ, କେବେ ପ୍ରଗଲଭା 

ନଈଟିଏ, କେବେ ଅଶାନ୍ତ 

ସାଗର ଟିଏ, କେବେ ମୁଁ ଭୀଷଣ 

କେବେ ଭୟଙ୍କର, କେବେ କ୍ଷମା 

କେବେ ସ୍ନେହ, କେବେ ପ୍ରୀତି 

କେବେ ଉଛୁଳା ନଈ 

କେବେ ଜ୍ୱଳନ କେବେ ସ୍କଳନ 

କେବେ ବ୍ୟାଖ୍ୟା କେବେ ସମୀକ୍ଷା 

କେବେ ଆତ୍ମ ବିଭୋର 

କେବେ ମନମୁଗ୍ଧକର 

କେବେ ମୃଗତୃଷ୍ନା କେବେ 

ମରୀଚିକା, କେବେ କଣ୍ଟା 

କେବେ ହସ କେବେ ଲୁହ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract