STORYMIRROR

Debabrata Barik Debunu

Tragedy Thriller

3  

Debabrata Barik Debunu

Tragedy Thriller

ଶୂନ୍ୟର ବାଲି ଘର

ଶୂନ୍ୟର ବାଲି ଘର

1 min
12K

ଏଇ ମୋ ମନରେ 

ଅନେକ ଅକୁହା କଥା, 

ଯାହା କଲମ ସାଉଁଟେ

ତୁ ଥିଲୁ, 


ଏ ହୃଦୟର ସ୍ପନ୍ଦନ 

ତୋର ମନ୍ତ୍ର ମୁଗ୍ଧ କଥାରେ 

ବିମୋହିତ ମୁଁ ବରମ୍ବାର 

ଲାଜ ଭରା ଚାହାଣୀ

ମନ କଥା କହୁଥିବା

ତୁମ ସେଇ ଦୁଇ ନୟନ

ଯାହାର ଅର୍ଥ ଅନେକ

ଯେତେ ପଢିବାକୁ ଚେଷ୍ଟା କଲେ ମଧ୍ୟ

ପଢି ପାରେନା,


ତୁମ ହୃଦୟର କଥା

ଲେଖି ବାକୁ ଅନେକ ଇଚ୍ଛା 

ମାତ୍ର ଆରମ୍ଭ କେମିତି କରିବି 

ତୋର ସେଇ ସର୍ବଂସହା ଏବଂ

ପ୍ରତି ପନ୍ଥୀ ଚିନ୍ତନାରେ ଆଜି ବି

ତୋଳୁଥାଏ ଶୂନ୍ୟରେ ବାଲି ଘର


ହେଲେ ତୁମେ ପରା

ତୁମ ଇଚ୍ଛାର ଇଶ୍ୱରୀ

ମୋ ସ୍ଵପ୍ନ ରେ ଆସ ଯାଅ ବରମ୍ବାର ।


Rate this content
Log in

Similar oriya poem from Tragedy