STORYMIRROR

Sanjya Tripathy

Classics

2  

Sanjya Tripathy

Classics

ଶୂନ୍ୟ ରମଣ

ଶୂନ୍ୟ ରମଣ

1 min
142


ସନ୍ଦିୟା ନୁଭୂତ ଆକର୍ଷଣ

ସେପୀ ଧର୍ଷଣକୃତ ଅଙ୍ଗମିଳନ

ଅଥବ ମହାମିଳନ ?

ଅବଶ, କ୍ୟୁତିଶ୍ରତ ଅଙ୍ଗସୈଷ୍ଣବ

ଦହିରେ ଆବର୍ଜନାଭରା କୁଢକୁଢ ସନ୍ଦେହର ଘର

ଏକ ଆମ ନୈତ୍ରିକ ମାନସିକତାର ପ୍ରାବଲ୍ୟ

ପରମ୍ପରା ନାଁ ରେ ଯାହା ଏଯାବତ୍ ଅଧୁଷ୍ଠିତ ଓ ପ୍ରଚଳିତ

ଏହି ଇନ୍ଦ୍ରିୟଲି ଭୋଗ ସର୍ବ ମାନସିକତାରୁ ମୁକ୍ତି କେବେ ?

ଆସନ୍ତୁ, ଆମେ ଦେହାତୀତ ପ୍ରେମ କରିବା

ଉତା ବ୍ରହ୍ମଚାରୀକ ପରି ଶୂନ୍ୟ ରମଣ କରିବା

ନ ଥିବ ଆଦିଳତ- ନ ରହିବ ଅବଶୋଷ ଜୀବନ ଜାଳର ।

ଏକ ଦେହାତୀତ ସତାର ଝୁବକୀୟ ଆକର୍ଷଣରେ

ଅକ୍ଳେଶରେ ପାର ହେବା ଗ୍ରହମଣ୍ଡଳ- ତାର ଫଡନ

ଚେତନାର ଅତୀଦ୍ରିୟ ରାଜ୍ୟରେ ବିଚରଣ କରିବା

ଖୋଲା କଥା, ଖୋଲା ମନ, ଖୋଲା ତାଧାରା ନେଇ

ଯେଉଁଠି ନଥିବ ୩ ବର୍ଷୀୟ ଛାତ୍ରୀର ଗଣଦୁଷ୍ମର୍ମର ଆର୍ତଚିତ୍କାର

ଅବା କ୍ରମାଗତ ଉଦ୍‌ଘାଟିତ ହେଉଥିବା ସେକ୍ସ ରାକେଟ୍‌ର ଇନ୍ଦ୍ରଜାଲ

ତଥା ସର୍ବୋପରି ଏକ କାମାସକ୍ତ, ବିଚାର ଶକତି ରହିବ ମଣିଷର କାନଭାସ୍ ।


Rate this content
Log in

Similar oriya poem from Classics