STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଶୁନ୍ୟ ମୋର ଭାଷା ଜ୍ଞାନ

ଶୁନ୍ୟ ମୋର ଭାଷା ଜ୍ଞାନ

1 min
200

ବଡ଼ ଠାକୁର ଥରେ ଦେଖ ହେ ମତେ  

ସବୁ ହିଁ ଦେଇ ଅଛ ମତେ     

ପାଦ ଦେଇଅଛ

ହାତ ଦେଇଅଛ

ସମ୍ପତ୍ତି ବି ଦେଇଛ ମତେ

ପୁତ୍ର ଦେଇ ଅଛ

ପୁତ୍ରୀ ଦେଇ ଅଛ

ଖୁସି ଦେଲ ଗୃହରେ ନିତ୍ୟେ

(ନାହିଁ) ଜନନୀର ଭାଷା

ଉତ୍କଳର ଭାଷା

ନାହିଁ ଶିକ୍ଷା ଓଡ଼ିଆ ହସ୍ତେ।


ଶାସ୍ତ୍ରରୁ ଶୁଣିଛି

ଏହୁ ଜ୍ଞାନୀଜନୁ ଜାଣିଛି

ମାତୃଭାଷା ଶିକ୍ଷା

ସର୍ବୋପରି ଶିକ୍ଷା 

କର୍ତ୍ତବ୍ୟର ଶିକ୍ଷା 

ନାହିଁ ଟି ଝାଡ଼ଖଣ୍ଡେ ଶିକ୍ଷା

ମନ ହୁଏ ବିଚଳିତ

ସର୍ବଦା ହୃଦୟ ଅଶାନ୍ତ

ହୃଦୟେ ଗୁଞ୍ଜୁଛି

ଉତ୍କଳ ଦିଶୁଛି

ମାତୃଭାଷା ଭଜୁଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy