Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Abstract

4.4  

Bijaya Kumar Swain

Abstract

ଶୁଣ ମୋ ଗୁହାରୀ ସାଇ

ଶୁଣ ମୋ ଗୁହାରୀ ସାଇ

1 min
288



ଜୀବନରେ ଯେତେ ପାପ ମୁଁ କରିଛି

 ଧୋଇ ଦିଅ ଆହେ ସାଇ

କଳୁଷ କାଳିମା ସକଳ ଯାତନା

 ଦୂରେଇ ଦିଅ ଗୋସାଇଁ

  ଧୋଇ ଦିଅ ଆହେ ସାଇ l


ପାପ ପଂକେ ମନ ପଡ଼ି ଅନୁକ୍ଷଣ

  ଧରମ ପଥ କୁ ହୁଡ଼ି

ସତ କୁ ନ ଦେଖି ମିଛ ପଛେ ଧାଏଁ

 ମାୟା କୁ ଧାରେ ଜାବୁଡ଼ି

ହେ କରୁଣାମୟ ହୁଅନ୍ତୁ ସହାୟ

  କୋଳ ରେ ନିଅ କୋଳେଇ ।

  ଧୋଇ ଦିଅ ଆହେ ସାଇ...l


ରାତି ପାହି ଗଲେ ହୁଅଇ ସକାଳ

  ଅନ୍ଧାର ଯାଏ ଦୂରେଇ

ସେହି ପରି ମୋର ଜୀବନ ଆକାସୁ

  ଯାତନା ଦିଅ ଦୂରେଇ

କରିଛି ଆସରା ଏ ଜୀବନ ସାରା

 ସବୁ ଦୁଃଖ ଦିଅ ଧୋଇ,

ଧୋଇ ଦିଅ ଆହେ ସାଇ ll


Rate this content
Log in

Similar oriya poem from Abstract