Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
218



ଶୁଖିଲା ପତ୍ର ମୁଁ ହୃଦୟକୁ ମୋର କିଏ ନେଇଗଲା କୁହ,

ବଞ୍ଚିବାକୁ ଚାହେଁ ଘଡ଼ିଏ ଦି'ଘଡ଼ି ହୃଦୟ ଫେରାଇ ଦିଅ । (ଘୋଷା)


ପଚାରିବି ପଦେ ମୋ ପ୍ରାଣପ୍ରିୟାକୁ ମନଭରି ଦେଖିନେବି,

ପ୍ରିୟା ହାତଧରି ଶେଷ୍ୱଦେଖା ବୋଲି ତା' କାନରେ କହିଦେବି ।

ଯେଉଁ ବାଟଦେଇ ମୋ ପ୍ରିୟା ଯାଇଛି ସେହି ବାଟେ ମୋତେ ନିଅ ।

ଶୁଖିଲା ପତ୍ର ମୁଁ ହୃଦୟକୁ ମୋର କିଏ ନେଇଗଲା କୁହ । (1)


ବଞ୍ଚିବା ମରିବା ସାଥିହୋଇ ବୋଲି କଥା ଦେଇଥିଲା ପ୍ରିୟା,

ଜନମେ ଜନମେ ଆମ ଦୁହିଁଙ୍କର ପ୍ରୀତି ହେବ ଦିଆନିଆ ।

ବିଦାୟ ବେଳାରେ କହିବି ପ୍ରିୟାକୁ ଶେଷ ଛୁଆଁ ଦେଇଯାଅ ।

ଶୁଖିଲା ପତ୍ର ମୁଁ ହୃଦୟକୁ ମୋର କିଏ ନେଇଗଲା କୁହ ।(2)



Rate this content
Log in

Similar oriya poem from Romance