STORYMIRROR

MADHU MITA

Abstract Inspirational

2  

MADHU MITA

Abstract Inspirational

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
92

ଶୁଖିଲା ପତ୍ର..


ଝଡି ଯାଏ..

କହି ଯାଏ..


ମୁଁ ଥିଲି..

ଆଜି ଯାଏଁ..


ଯେ ଆଜି ଅଛି..

ସେ କାଲି ନ ଥାଏ..


କାଲି ଯେ ଆସିବ..

ସେ ବି ପୁଣି ଚାଲି ଯାଏ..


ପ୍ରକୃତି ନିୟମ..

ପାଳନ ହିଁ ଧର୍ମ..


ମୃତ୍ୟୁ ପରେ ମୃତ୍ତିକା..

ମୋ ଅନବରତ କର୍ମ...


ବଞ୍ଚିଲା ଯାଏଁ କର୍ମ କର..

ମୃତ୍ୟୁ ଦେବ ନୂଆ ଧର୍ମ..


ଜୀବନ ବୃଥା ନ ଯାଉ କେବେ..

ବୁଝ ମୋ ଜନ୍ମର ମର୍ମ..


Rate this content
Log in

Similar oriya poem from Abstract