STORYMIRROR

SUSMITA MISHRA

Classics

3  

SUSMITA MISHRA

Classics

ଶୁଭ୍ର ଦନ୍ତାୟ ପାର୍ବତୀ ନନ୍ଦନାୟ-

ଶୁଭ୍ର ଦନ୍ତାୟ ପାର୍ବତୀ ନନ୍ଦନାୟ-

1 min
210

ଏକ ଦନ୍ତାୟ ଚତୁର୍ଭୁଜାୟ,

ପାଶ ଅଙ୍କୁଶ ଅଭୟ ବରଦାୟ,

ମୂଷିକ ବାହାନାୟ ରକ୍ତ ବର୍ଣ୍ଣାୟ,

ପୁଷ୍ପ ପ୍ରିୟାୟ,ନମୋ ନମାୟଃ। 


ଶ୍ରୀ ତତ୍ତ୍ବ ନିଧାୟ ମନ୍ତ ମହୋଦଧାୟ,

ମନ୍ତ ରତ୍ନାକରାୟ,ମନ୍ତ ମହାବର୍ଣ୍ଣବାୟ,

ଶିଳ୍ପ ରତ୍ନାୟ ରୂପ ମଣ୍ଡନାୟ,

ବିରାଟ କାୟ ନମୋ ନମାୟଃ।


ଶରୀରେ ରକ୍ତ ଚନ୍ଦନ ଲେପନାୟ,

ଗଳେ ମୋତି ମାଳାୟ, ମସ୍ତକେ ସିନ୍ଦୂର ଶୋଭିତାୟ,

ଭାଲ ପଟେ ଚନ୍ଦ୍ରମାୟ, ବକ୍ଷସ୍ଥଲେ ସର୍ପ ଉପନୟନାୟ,

ବରଦ ହସ୍ତାୟ ସିଦ୍ଧି ପ୍ରଦାୟ ନମୋ ନମାୟଃ ।


ଶୁଭ୍ର ଦନ୍ତାୟ ପାର୍ବତୀ ନନ୍ଦନାୟ,

ଅଗ୍ର ପୂଜ୍ଯ ଗଣ ଈଶ ଗଣ ନାଥାୟ,

ବୁଦ୍ଧି ଦାୟାଦ ଲମ୍ବୋଦରାୟ,

ବିଘ୍ନ ବିନାଶାୟ ନମୋ ନମାୟଃ।


କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ୟ,

ଆସକ୍ତି ଅହଂ ଆଦି ରାକ୍ଷସଃ ବିନାଶାୟ,

ମହୋଦରାୟ ଗଜାନନାୟ ବିକଟାୟ,

ବିଘ୍ନରାଜାୟ ଧୃମବର୍ଣ୍ଣାୟ ନମୋ ନମାୟଃ। 


ମତ୍ସରାସୁର ନିହତାୟ ମଦାସୁର ହନ୍ତାୟ,

ବକ୍ରତୁଣ୍ଡାୟ ଶ୍ରୀ ତତ୍ତ୍ବ ନିଧି ଦାୟାଦ,

ଗଣପତାୟ ମୋଦକ ପ୍ରିୟାୟ,

ଅଜ୍ଞାନ ବିନାଶାୟ ନମୋ ନମାୟଃ।


ଅଷ୍ଟ ନାୟକ ଅଷ୍ଟ ବିନାୟକ,

ଶୁଭ ପ୍ରଦାୟକ ଶ୍ରୀ ଗଣେଶାୟ,

ବିଦ୍ୟା ଦାୟକ ବିଘ୍ନବିନାଶକ,

ମହାଦେବ ପୁତ୍ର ନମୋ ନମାୟଃ। 


ସ୍ବରଚିତ ତବ ସ୍ତୁତି ଗାୟନେ ପ୍ରୟାସୟାୟଃ,

ମମଃ ଭୁଲ ଠିକ କ୍ଷମାନିଧାନ କ୍ଷମସୟଃ '

ବକ୍ରତୁଣ୍ଡାୟ ମହାକାୟାୟ ବିଘ୍ନ ବିନାଶନାଶାୟ,

ଗୌରୀନନ୍ଦନାୟ ଜ୍ଞାନଦାୟକାୟ ନମୋ ନମାୟଃ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics