STORYMIRROR

Sunanda Mohanty

Abstract Drama

3  

Sunanda Mohanty

Abstract Drama

ଶୁଭ ରଥଯାତ୍ରା

ଶୁଭ ରଥଯାତ୍ରା

1 min
25


ଆଷାଢ଼ୀ ପଣତେ ଅନେକ ବ୍ୟଥା 

ମୌସୁମୀ ଶୁଣୁନି ଜମା ତା କଥା 

ସାତମେଘ ସଵାରୀରେ ବର୍ଷାର ଛିଟା 

ସାଧବବୋହୁର ଅଳସୀ ପାଦରେ ବଥା 

ଓଢଣା ରହୁନି ଓଢଣୀ ରେ ଢାଂକିଛି ମଥା 

ଇନ୍ଦ୍ରଧନୁ ରଙ୍ଗ ପସରାରେ ଲେଖେ କବିତା 

ସେଇ ରଙ୍ଗ ଯେବେ ହେଲା ନାବରାଗ 

ଜଗତେ ଆଶ୍ୱସ୍ତ ଲତା ବନିତା 

ଜଗତର ନାଥ ମାଉସୀ ମାଆ ଘର ଯିବେ 

ଠିକଣା ବତା ତୁ ଲବଙ୍ଗଲତା 

ରଜ ସରି ଠାକୁରାଣୀ ଗାଧୁଆ ଶେଷକଥା 

ଏଥର ଗଡ଼ିବ ବଡ଼ଦାଣ୍ଡେ ରଥ 

ମହାଶୟ ଶଙ୍କରାଚାର୍ଯ୍ୟ ଓ ନରପତିଙ୍କ 

ପାଲିଙ୍କି ମୁଣ୍ଡରେ ଛତା କାନ୍ଧେ ପଇତା 

ଚତୁର୍ଦ୍ଧା ମୁରତିଙ୍କ ମୁଣ୍ଡେ ଟାହିଆ ଓ ସୁନାଚିତା 

ସୀମା ଉତ୍ତେଜନା ଓ କରୋନା ବନ୍ଦ ହେବ ଲଳିତା.


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Abstract