STORYMIRROR

Secret Superstar

Inspirational

3  

Secret Superstar

Inspirational

ଶୁଭ ହୋଲି

ଶୁଭ ହୋଲି

1 min
242

ରଙ୍ଗ ଖେଳିବା ଆଗରୁ ...

    ଆସ ନାହିଁ ରଙ୍ଗ ବୋଳି...

ପ୍ରୀତି ମୈତ୍ରୀ ରୂପ ସାଜି 

    ଖେଳ ନାହିଁ ଶଇତାନର ଲୁଚକାଳି 

  ଶୁଭ ହୋଲି ଶୁଭ ହୋଲି 


ମଜା କର ମସ୍ତି କର ...

    ଉତ୍ସବ ଯେ ଆନନ୍ଦ ର 

  ଟିକେ ଭାଇ ଶୁଣନା 

  ଏତକି ମନେ ରଖନା 

ତୋ ଆନନ୍ଦ ନହେଉ କା ପାଇଁ ନିରାନନ୍ଦ 

ହେବା ବୋଳା ବୋଳି ...

    ଆରେ ସାଥୀ କୋଳା କୋଳି ...

    ରଖି ସଂପର୍କର ମାନ 

  ଭୁଲିବାନି ନାରୀ ଜାତିର ସମ୍ମାନ 

ସେ ତ ମା ସେ ଭଉଣୀ ସେ ଜୀବନ ସବୁରି 


ରଙ୍ଗ ଖେଳିବା ଆଗରୁ ...

    ଆସ ନାହିଁ ରଙ୍ଗ ବୋଳି...

ପ୍ରୀତି ମୈତ୍ରୀ ରୂପ ସାଜି 

    ଖେଳ ନାହିଁ ଶଇତାନର ଲୁଚକାଳି 

  ଶୁଭ ହୋଲି ଶୁଭ ହୋଲି 


ସେ ନୀରିହ ପଶୁ ...

   ତାର ବି ବହେ ଆଶୁ ...

  ସେ ବିଶ୍ୱସ୍ତ ବନ୍ଧୁ ମଣିଷର

ଖେଳିବା ତା ସାଥେ ...

ଭାବି ସେ ଆମ ନିଜର 

 ରଙ୍ଗ ଖେଳିବା ଆଗରୁ ...

    ଆସ ନାହିଁ ରଙ୍ଗ ବୋଳି...

ପ୍ରୀତି ମୈତ୍ରୀ ରୂପ ସାଜି 

    ଖେଳ ନାହିଁ ଶଇତାନର ଲୁଚକାଳି 

  ଶୁଭ ହୋଲି ଶୁଭ ହୋଲି 


ଏ ପର୍ବ ସନାତନ ଧର୍ମର 

    ଭାଇଚାରା ଯାହାର ମନ୍ତ୍ର 

 ରଙ୍ଗ ଖେଳିବା ଆଗରୁ ...

    ଆସ ନାହିଁ ରଙ୍ଗ ବୋଳି...

ପ୍ରୀତି ମୈତ୍ରୀ ରୂପ ସାଜି 

    ଖେଳ ନାହିଁ ଶଇତାନର ଲୁଚକାଳି 

  ଶୁଭ ହୋଲି ଶୁଭ ହୋଲି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational